ବାଡ଼ ଯେବେ ଫସଲ ଖାଏ : କୋଟିପତି କନେଷ୍ଟବଳ ପ୍ରସନ୍ନଙ୍କ ବେପାରର ଉତ୍ସ ଖୋଜୁଛି ଭିଜିଲାନ୍‌ସ

ଭୁବନେଶ୍ବର: ନିକଟରେ ଚାକିରିରୁ ବହିଷ୍କୃତ ହୋଇଥିବା କରିତ୍‌କର୍ମା କନେଷ୍ଟବଳ ପ୍ରସନ୍ନ ବେ‌ହେରା ଏବେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଆଜି ଭିଜିଲାନ୍‌ସର ୫ଟି ଟିମ୍‌ ତାଙ୍କ ସରକାରୀ ବାସଭବନ, ପୈତୃକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରି ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ବଡ଼ କଥା ହେଉଛି ଜଣେ ସାଧାରଣ କନେଷ୍ଟବଳ ହୋଇ ବି ସେ ରାଜଧାନୀରେ ବହୁ କ୍ଷମତାଶାଳୀ ଥିବା ତାଙ୍କ ସମ୍ପତ୍ତି … Continue reading ବାଡ଼ ଯେବେ ଫସଲ ଖାଏ : କୋଟିପତି କନେଷ୍ଟବଳ ପ୍ରସନ୍ନଙ୍କ ବେପାରର ଉତ୍ସ ଖୋଜୁଛି ଭିଜିଲାନ୍‌ସ